ରାସ୍ତା ପାଲଟିଛି ମରଣଯନ୍ତା । ମରାମତି ଅଭାବରୁ ଡେଲାଙ୍ଗ କଣାସ ମୁଖ୍ୟ ରାସ୍ତାରୁ ଡାକପଡାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଫଳରେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲୋକେ ।
#ArgusNews #ArgusOdia #Puri #RoadIssues