କରୋନା ପାଇଁ ଉଜୁଡିଛି ଚାଷବାସ । ପେଟ ପାଟଣା ନେଇ ଚିନ୍ତାରେ ପାନଚାଷୀ । ଭଦ୍ରକ ବାସୁଦେବପୁରର ଶହଶହ ଲୋକେ ପାନ ଚାଷ କରି ଗୁଜରାଣ ମେଣ୍ଟାଇଥାନ୍ତି । ମାତ୍ର କରୋନା ପାଇଁ ବିକ୍ରି ବଟା ନାହିଁ । ଫଳରେ ଏବେ ପାନଚାଷୀ ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ ..
#ArgusNews #OdishaNews #Bhadrak #Basudevpur #Pan_Farmer_Problem