ଭାତହାଣ୍ଡି ହେଲା ଭୂତ କୋଠି । ଅଞ୍ଚଳ ବାସିଙ୍କ ସ୍ବପ୍ନ ଉଜୁଡ଼ିଗଲା । କାରଖାନା ଚାଲୁଥିଲେ ହଜାର ହଜାର ବୁଣାକାର ପାଇଥାନ୍ତେ ରାହା । ଜଗନ୍ନାଥ କାରଖାନା ବନ୍ଦ ଥିବାରୁ ବଢୁଛି ପ୍ରବାସି ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା । କଟକ ଜିଲ୍ଲା ତିଗିରିଆ ବ୍ଳକ ଅଞ୍ଚଳରେ ଥିବା ଜଗନ୍ନାଥ ସୂତା କାରଖାନା ପୁର୍ନଉଦ୍ଧାର କେବେ ତାହାକୁ ନେଇ ଉଠିଛି ପ୍ରଶ୍ନ...
#ArgusNews #OdishaNews #Cuttack #Tigiria #Bunakar