ସମସ୍ୟା କହିବା ପାଇଁ ଭଗବାନ ପାଟି ଦେଇଛନ୍ତି, ହେଲେ କଥା କହିପାରୁନାହାନ୍ତି । ଗୋଡ ଦେଇଛନ୍ତି ହେଲେ ଜନ୍ମରୁ ଦିବ୍ୟାଙ୍ଗ । ଏତେ ଯନ୍ତ୍ରଣା ମଧ୍ୟରେ ହଇରାଣ କରୁଛନ୍ତି ସାଇ ପଡିଶା । ବାଧ୍ୟ ହୋଇ ଅଭିଯୋଗ ପାଇଁ ବସ ଯୋଗେ ଉପାନ୍ତରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଲେ ଦିବ୍ୟାଙ୍ଗ ....
#Argusnews #Odishanews #Sambalpur #Handicapped #Collector_Office