ମହାନଦୀରେ ଆସୁଛି ବଡ ବନ୍ୟା । ବର୍ତ୍ତମାନ ହୀରାକୁଦରୁ 46ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ଫଳରେ ବର୍ତ୍ତମାନ ମହାନଦୀ ଓ ଏହାର ଶାଖା ନଦୀ ଗୁଡିକରେ ବନ୍ୟା ସ୍ଥିତି । ରବିବାର ସକାଳ ସୁଦ୍ଧା କଟକ ମୁଣ୍ଡୁଳିରେ 10 ଲକ୍ଷ 50 ହଜାର କ୍ୟୁକେସ ଜଳ ପ୍ରବାହିତ ହେବ । ଏଥିପାଇଁ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ସତର୍କତା କରାଯାଇଛି.....
#ArgusNews #Odisha #Cuttack #Mhanadi #Flood