ମୁମ୍ବାଇର ଥାନେ ଅଂଚଳରେ ଭିବଣ୍ଡିରେ ଏକ ତିନି ମହଳା ବିଲଡିଂ ଭୁଷୁଡି ପଡିଛି । ଭୋର 4 ଟା ସମୟରେ ହୋଇଥିବା ଏହି ଘଟଣାରେ ଅନେକ ଲୋକ ମୃତାହତ ହୋଇଥିବାର ଖବର ମିଳିଥିବା ବେଳେ ବର୍ତମାନ ସୁଦ୍ଧା ମୃତାହତଙ୍କ ସଂଖ୍ୟା ବଢିବାରେ ଲାଗିଛି.....
#ArgusNews #Mumbai #Bhendi #Building_Collapse