ପଦାରେ ପଡିଛି ସାଉଥକୋର ମନମୁଖୀ ନୀତି । ଜୟପୁରରେ ଉପଭୋକ୍ତାଙ୍କ ପାଖକୁ ଆସୁଛି ବାର୍ଷିକ ବିଲ । ଏପରିକି କିଛି ଲୋକଙ୍କ ଘରେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ ଆସୁଛି ବିଲ୍ । ଯାହାକୁ ନେଇ ସାଧାରଣରେ ଜନ ଅସନ୍ତୋଷ ତେଜିଛି ....
#Argusnews #Odisha #Koraput #Southco #Electricity_Bill