ଆଧୁନିକତାର ଚାକଚକ୍ୟରେ ଲୋପ ପାଇବାକୁ ବସିଲାଣି ମାଟିରେ ତିଆରି ସାମଗ୍ରୀ...ଷ୍ଟିଲ,କଂସା,ପିତଳ ଓ ପ୍ଲାଷ୍ଟିକର ବହୁଳ ବ୍ୟବହାର ଯୋଗୁଁ ହଜି ଯିବାକୁ ବସିଲାଣି ମାଟିର ପାତ୍ରର ଚାହିଦା...ହେଲେ ତଥାପି ଆଜିବି ନିଜର ପେଟପାଟଣା ପାଇଁ ନିଜର କୌଳିକ ବୃତ୍ତିକୁ ଆପଣାଇ ରଖିଛନ୍ତି କିଛି କୁମ୍ଭାକାର ପରିବାର...
#ArgusNews #Odisha #Samblapur #Potter_Family #Asahaya