ଓଡ଼ିଶାରେ ଡି ଡ୍ରଗ୍ସ । ପାକିସ୍ତାନରୁ ପଶ୍ଚିମ ଓ ଉତ୍ତର ଓଡ଼ିଶାକୁ ଆସୁଛି ବ୍ରାଉନସୁଗାର । ଛତିଶଗଡ଼ରେ ଡ୍ରଗ୍ସ ମାଫିଆ ଶଙ୍କରଲାଲ୍ ଧରାପଡିବା ପରେ ଏବେ ପୁରା ନେଟୱର୍କର ପର୍ଦ୍ଦାଫାସ୍ ହୋଇଛି । ବରଗଡ଼କୁ ରାଜସ୍ଥାନ ଦେଇ ପାଉଡର ଆସୁଥିବା ବେଳେ ବାଲେଶ୍ବରକୁ ବାଂଲାଦେଶ ଦେଇ ଆସୁଛି ମାଲ୍ । ଆଉ ଢାକାରେ ନିଶା କାରବାରର ରିମୋଟ୍ ଡନ୍ ଦାଉଦ ଇବ୍ରାହିମ୍ ହାତରେ...
#ArgusNews #Odisha #Special_Report #Brownsugar