ନିର୍ମାଣ ହୋଇଥିବା ନୂତନ କୋଠା ଖତ ଖାଉଛି... ଭଙ୍ଗା ପୁରୁଣା ଘରେ ଚାଲିଛି ସରକାରୀ କାମ । ଏ ଦୃଶ୍ୟ ହେଉଛି ବାସୁଦେବପୁର ଉଦ୍ୟାନ ବିଭାଗ କାର୍ଯ୍ୟାଳୟର । ମୁଖ୍ୟ ଫାଟକରେ ତାଲା ଝୁଲୁଥିବାବେଳେ ଅବହେଳିତ ଅବସ୍ଥାରେ ପଡି ରହିଛି ଉଦ୍ୟାନ ବିଭାଗ ଅଫିସ ....
#Argusnews #Odisha #Bhadrak #Govt_Office