ଭଙ୍ଗା ଘରେ ବିତୁଛି ଜୀବନ। କେଉଁଠି ଚାଳ ଭାଙ୍ଗି ନଇ ପଡ଼ିଛି ତ... କେତେବେଳେ ଯେ ଘର କାନ୍ଥ ଭୁଶୁଡିଯିବ... ବର୍ଷ ବର୍ଷ ବିତିଗଲା ଘର ଖଣ୍ଡେ ତ ଦୂରର କଥା ଆବାସ ଯୋଜନାରେ ଅନେକଙ୍କ ନାଁ ବି ଉଠିଲାନି । ଫଳରେ ବିପଦ ସଙ୍କୁଳ ଅବସ୍ଥାରେ ବସବାସ କରୁଛନ୍ତି ମୟୂରଭଞ୍ଜ ବାଙ୍ଗିରିପୋଷି ହାଣଦା ଗାଁର ଏହି ଗରିବ ପରିବାର ....
#Argusnews #Odisha #Mayurbhanj #Awas_Yojana_Fail #Govt_Yojona_Fail