ବିଶ୍ୱ ପାନୀୟ ଜଳ ଦିବସରେ ପାଣି ପାଇଁ ହଟ-ହଟା ଗାଁ ଲୋକେ । ପାନୀୟ ଜଳ ମୁନ୍ଦାଏ ପାଇଁ ଘେରାଉ କଲେ ପଞ୍ଚାୟତ କାର୍ଯ୍ୟାଳୟ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ମୋରାମୋରି ପଞ୍ଚାୟତ ସଲପଡିହ ଗ୍ରାମରେ....
#ArgusNews #Odisha #Khurda #Banapur #WaterProblem #waterday #strike