ବର୍ଷା ଦିନେ ବି ଜଳକଷ୍ଟ । ସମ୍ବଲପୁର ଜିଲ୍ଲାର ବୁର୍ଲା ସହରଟି ହିରାକୁଦ ଜଳଭଣ୍ଡରକୁ ଲାଗି ରହିଥିଲେ ମଧ୍ୟ ବର୍ଷା ଦିନେ ସହରର ବିଭିନ୍ନ ପଡାରେ ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି....ତେବେ ସହରର ଢିପାପଡା ଅଂଚଳରେ ସମସ୍ତ ନଳକୂପ ଅଚଳ ହୋଇପଡିଥିବା ବେଳେ ଲୋକେ ପିଇବା ପାଣି ପାଇଁ ପାଖାପାଖି 1କିଲୋମିଟର ଚାଲି କରି ଯାଉଛନ୍ତି...
#ArgusNews #Odisha #Sambalpur #Burla #Waterproblem