ଧରା ପଡିଲା ରାଜ୍ୟ ସରକାରଙ୍କ ଚାଲାକି
କୄଷକଙ୍କ ଡାଟାବେସ ପ୍ରସ୍ତୁତ ହୋଇ ସେମାନଙ୍କୁ ପରିଚୟ ପତ୍ର ଯୋଗାଇ ଦେବେ ରାଜ୍ୟ ସରକାର।୧୦୦ଦିନ ଭିତରେ ୭୬ ଲକ୍ଷ ଚାଷୀ ଙ୍କ ଡାଟାବେସ ପ୍ରସ୍ତୁତ କରି ପରିଚୟ ପତ୍ର ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଛି।ବିଜେପି କହିଛି ଏହା ସରକାରଙ୍କ ଭେଳିକି କଂଗ୍ରେସ କହିଛି ଏତେ ଦିନ ଯାଏ ସରକାର କେଉଁଠି ଥିଲେ। କୄଷି ମନ୍ତ୍ରୀ କହିଛନ୍ତି ଏହାଦ୍ୱାରା ସରକାରୀ ସୁବିଧା ରୁ ଚାଷୀ ବଞ୍ଚିତ ହେବେ ନାହିଁ।
#FarmerDataBase #DataBase #argusnews