ଘରୋଇ ଜମିରେ ଜୋରଜବରଦସ୍ତ ସ୍କୁଲ ପାଚେରୀ ନିର୍ମାଣ । ବିରୋଧ କରିବାକୁ ବାସନ୍ଦ କଲେ ଗାଁ ଲୋକେ । ଥାନାରେ ଅଭିଯୋଗ କରିବାକୁ ନିଆଁ ପାଣି ସହ ପାଖ ବଜାରରୁ ଦୋକାନ ସଉଦା, ସେଲୁନ ଭଳି ଅତ୍ୟାବଶ୍ୟକ ସେବା ଉପରେ ମଧ୍ୟ କଟକଣା ଲଗାଇଛନ୍ତି ଗାଁ ଲୋକେ । ସବୁ ଦେଖି ବି ନଦେଖିବା ଭଳି ପୋଲିସ କାର୍ଯ୍ୟ କରୁଥିବା ଅଭିଯୋଗ କରିଛନ୍ତି ପରିବାର ..
#ArgusNews #Odisha #Cuttack #Banki #KangaooCourt