କଥାରେ ଅଛି ଜଳ ହିଁ ଜୀବନ...ହେଲେ ଆଜି ଆମ ରାଜ୍ୟର ଅଧିକାଂଶ ଲୋକେ ଏହି ଜୀବନ ପାଇଁ ଦିନ,ରାତି ସଂଗ୍ରାମ କରି ଚାଲିଛନ୍ତି....ଖରା,ବର୍ଷାକୁ ଖାତିର ନକରି..ହାତରେ ବାଲଟି,କାଖରେ ଗରା,କଳସୀ ଧରି ମାଇଲ ମାଇଲ ବାଟ ଚାଲୁଛନ୍ତି ଆମ ମା,ଭଉଣୀ...
#ArgusNews #OdishaNews #Raygada #Gunupur #Water_Problem