ସରକାର ସାଧାରଣ ଲୋକଙ୍କ ପାଇଁ ତିଆରି କରୁଛନ୍ତି ପ୍ରତିଯୋଗିତା ମୂଳକ ଯୋଜନା । ଲକ୍ଷ୍ୟ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ସବୁ ପ୍ରକାର ସୁବିଧା ଯୋଗାଇ ଦିଆଯିବ । ହେଲେ ସରକାରୀ ବାବୁ ଓ ରାଜନେତା ମାନଙ୍କର ଖାମଖିଆଲି ମନଭାବ ଯୋଗୁଁ ବଳି ପଡୁଛନ୍ତି ସାଧାରଣ ଲୋକ । ଭଦ୍ରକ ବାସୁଦେବପୁରରୁ ଦେଖିବା ଏହି ରିପୋର୍ଟ....
#ArgusNews #Odisha #Bhadrak #Basudevpur #Awas_News