କୋରୋନା ସମୟରେ ପ୍ରବାସୀମାନେ ଆସିବାଠୁ ଆରମ୍ଭ କରି ସଂଘରୋଧ କେନ୍ଦ୍ରର ଦାୟିତ୍ୱ ସବୁକିଛି କରୁଛନ୍ତି ଆୟୁଷ ଡାକ୍ତର । ଘର ଘର ବୁଲି ସେବା ପ୍ରଦାନ କରୁଛନ୍ତି । କିନ୍ତୁ ଏବେଯାଏଁ ନା ସ୍ଥାୟୀ ହେଉଛି ଚାକିରି ନା ଅନ୍ୟ ଡାକ୍ତରଙ୍କ ଭଳି ମିଳୁନି ମାନ୍ୟତା । ଯଦି ଆସନ୍ତା 15 ତାରିଖ ଭିତରେ ଦାବି ପୂରଣ ନହୁଏ ସମୂହ ଇସ୍ତଫା ଦେବାକୁ ଧମକ ଦେଇଛନ୍ତି ଡାକ୍ତର....
#ArgusNews #Odisha #Ganjam #Ayush_Doctor