କୁହାଯାଏ ଯଦି ତୃତୀୟ ବିଶ୍ବଯୁଦ୍ଧ ହେବ, ତାହା କେବଳ ଜଳ ପାଇଁ । କାହିଁକି ନା ଆମ ଦେଶ ସହ ପୂରା ବିଶ୍ବରେ ଜଳସ୍ତର ଭୟଙ୍କର ଗତିରେ କମିବାରେ ଲାଗିଛି । କିନ୍ତୁ ଏହାକୁ କେବେ ବି ଆମେ ଏବେଯାଏଁ ଗମ୍ଭୀରତାର ସହ ନେଇନାହୁଁ । କାରଣ, ଯେତେବେଳେ ପାଣି ଆମ ପାଖରେ ଥାଏ ଆମେ ତାର ବେହିସାବ ବ୍ୟବହାର କରିଥାଉ...
#Argusnews #Odishanews #Drinking_water_problem #Sanitation_Problem