ମିଳିମିଶି ଖାଇଗଲେ ପାଣି ଟଙ୍କା । ପୁରୀ ଡେଲାଙ୍ଗ ଅଞ୍ଚଳରୁ ଆସିଛି ସାଂଘାତିକ ଅଭିଯୋଗ । 2012ରେ ଡେଲାଙ୍ଗବାସୀଙ୍କୁ ପାଣି ନ ଯୋଗାଇ ଲକ୍ଷ ଲକ୍ଷ ଟଙ୍କା ଚଳୁ କରିଦେଇଛନ୍ତି ଠିକାଦାର ଓ ପ୍ରଶାସନିକ ଅଧିକାରୀ । ବଡ଼ କଥା ହେଉଛି ଯେଉଁ ଗାଡିରେ 2 ହଜାର ଲିଟର ପାଣି ଗାଁ ଗାଁକୁ ପଠାଯାଇଥିବା କୁହାଯାଉଛି, ସେ ସବୁ ଗାଡିରେ ଏତେ ପାଣି ଯିବା ଅସମ୍ଭବ ...
#TheArgus #Odishanews #Puri #Delang #Water_Scam