ପୁରୀ ସାକ୍ଷୀଗୋପାଳର କବିର ଭୋଇଙ୍କ ହୃଦୟ ବିଦାରକ କାହାଣୀ । ଅସୁସ୍ଥ ସ୍ତ୍ରୀଙ୍କୁ ହସପିତାଳ ନେବାକୁ ମିଳିଲାନି ଆମ୍ବୁଲାନ୍ସ । ଟ୍ରଲି ଭଡା କରି ସାକ୍ଷୀଗୋପାଳରୁ 90 କିଲୋମିଟର ପେଡାଲ ମାରି ମାରି ଆସିଥିଲେ କଟକ । ହେଲେ ଦୁର୍ଭାଗ୍ୟ ସେଠାରେ କବିରଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା । ଏନେଇ କବୀରଙ୍କ ମୁହଁରୁ ଶୁଣନ୍ତୁ ପୁରା ଘଟଣା....
#ArgusNews #Odisha #Puri #Sakhigopal #Kabir_Bhoi