#କେବେ_ସରିବ_ଜଳ_କଷ୍ଟ
ମୁଣ୍ଡ ଫଟା ଖରାରେ ପାଣି ପାଇଁ ସଂଘର୍ଷ । କେଉଁଠି ଟ୍ୟୁବଲ ଆଗେ ଲମ୍ବା ଲାଇନ ତ...କେଉଁଠି ଚୂଆ ପାଣିରେ ମେଣ୍ଟୁଛି ଶୋଷ । ଏଭଳି କିଛି ଜଳକଷ୍ଟର ଚିତ୍ରକୁ ନେଇ କେନ୍ଦ୍ରାପଡା ଓ କନ୍ଧମାଳରୁ ଦେଖିବା ଅର୍ଗସର ଗ୍ରାଉଣ୍ଡଜିରୋ ରିପୋର୍ଟ....
#ArgusNews #Odisha #Kandhamal #Kendrapada #Water_Problem