ସୁସ୍ଥ ସରଳ ଓ ଖୁସିରେ ବଞ୍ଚିବା ପାଇଁ ସମସ୍ତ ମୌଳିକ ସୁବିଧା ଥିବା ଦରକାର। ମୌଳିକ ସୁବିଧା ଯୋଗାଇ ଦେବାକୁ ପ୍ରତି ଗ୍ରାମପଞ୍ଚାୟତରେ ସରକାର କରୁଛନ୍ତି କୋଟି କୋଟି ଟଙ୍କା। ଯୋଜନା ପରେ ଯୋଜନା କରୁଛନ୍ତି ସରକାର ହେଲେ ଶେଷ ସ୍ତରରେ ଥିବା ଲୋକଙ୍କ ପାଖରେ ଯୋଜନା ପହଞ୍ଚି ପାରୁନାହିଁ...
#ArgusNews #Odisha #Khurda #VillageProblem