ଇଞ୍ଜିନିୟରିଂ ଛାତ୍ର କୋଭିଡ 19 ରୋଗୀ ଙ୍କ ପାଇଁ ନିର୍ମାଣ କଲେ ସୋନୁ ସୁଦ ରୋବୋର୍ଟ ଭାଗଲପୁର ଇଞ୍ଜିନିୟରିଂ କଲେଜରୁ ଏମଟେକ୍ କରୁଥିବା ଆକାଶ ସାଗର ସୋନୁ ସୁଦ୍ ୱାରିଅର୍ ନାମକ ଏକ ରୋବଟ୍ ଡିଜାଇନ୍ କରିଛନ୍ତି ଯାହା କରୋନା ଚିକିତ୍ସାରେ ଡାକ୍ତର ଏବଂ ନର୍ସମାନଙ୍କୁ ସାହାଯ୍ୟ କରିବ.....
#ArgusNews #Bhagalpur #Sonusood_Robert