ଅସହାୟକୁ ନ୍ୟାୟ ଦେବାରେ ପୋଲିସର ଅବହେଳା । ନ୍ୟାୟ ଦେବା ବଦଳରେ ଓଲଟା ନିର୍ଯାତନାକୁ ଦେଖି ନଦେଖିଲା ଭଳି ଆଚରଣ କରୁଛି । ପୋଲିସ ଏଭଳି ଆଚରଣକୁ ଦେଖିଲେ ମନକୁ ଗୋଟିଏ ପ୍ରଶ୍ନ ଆସୁଛି ନ୍ୟାୟ ପାଇଁ ସାଧାରଣ ଲୋକଟିଏ ପୋଲିସ ପାଖକୁ ଯିବନି ତ କେଉଁଠିକୁ ଯିବ.....
#ArgusNews #Dhenkanala #Justice_For_Woman #Uttaradayi