ଦଇବ ଯଦି ଦାଉ ସାଜେ, ମଣିଷ ଭାଗ୍ୟକୁ ନିନ୍ଦିବା ସହ ଅନ୍ୟ କିଛି ବାଟ ନାହିଁ । ଏଭଳି ଏକ ଦୁଃଖଦ କାହାଣୀ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ । ଯେଉଁଠି ଗୋଟିଏ ପରିବାରରେ ରହିଛନ୍ତି 4 ଜଣ ପକ୍ଷାଘାତ ରୋଗୀ । ଏମାନେ ଔଷଧ କିଣିବା ତ ଦୂରର କଥା, ଠିକ୍ ସେ ଦୁଇ ଓଳି, ଦୁଇ ମୁଠା ଖାଇଵାକୁ ମିଳୁନି ...
#ArgusNews #OdishaNews #Kendrapara #Asahaya_Family