ଗାଁର ଉନ୍ନତି ପାଇଁ ସରକାର କରୁଛନ୍ତି ଯୋଜନା ଉପରେ ଯୋଜନା । କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ବାସ୍ତବରେ ଲୋକଙ୍କ ପାଖରେ ପହଂଚି ପାରୁନି ଯୋଜନା । ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲାର ବହଳଦା ବ୍ଲକ ଖେଜୁରିଦିଙ୍ଗା ଗାଁରେ #ArgusNews #OdishaNews #Mayurbhanj #Saraskana #RoadWork