CBDA ଦୁର୍ନୀତି ନେଇ ଜୟ କିଶାନ ସଂଗ୍ରାମ ପରିଷଦ ତରଫରୁ ଆଜି ଜିଲ୍ଲା ପାଳଙ୍କୁ ଦେଖା କରିବା ସହ ଅତିଶୀଘ୍ର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି । କୋମନା ବ୍ଲକ ସୁନାବେଡ଼ା ଅଭୟାରଣ୍ୟର ଆଦିମ ଜନଜାତି ଚକୋଟିଆ ଭୁଂଜିଆ ବିକାଶ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଅଭୟାରଣ୍ୟର ଆଦିବାସୀ ମାନଙ୍କ ପାଇଁ ଉଦ୍ଦିଷ୍ଟ କୁକୁଡ଼ା, ହଳଦୀ, ଅଦା,ଛେଳି ,ଭଳି ଚାଷରେ କୋଟି କୋଟି ଟଙ୍କାର ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି ....
#Argusnews #Odishanews #CBDA_scam #Nuapada