ଖରାଦିନ ଆରମ୍ଭ ହେଉଣୁ ବଢିଲାଣି ଜଳକଷ୍ଟ । କେଉଁଠି ମାଇଲ ମାଇଲ୍ ବାଟ ଚାଲିବାକୁ ପଡୁଛି ତ କେଉଁଠି ପୋଖରୀ ପାଣି ଭରସା । ଐତିହ୍ୟ ସହର ପୁରୀରେ ଦେଖିବାକୁ ମିଳିଛି ଦୟନୀୟ ଚିତ୍ର । ସେହିପରି କେନ୍ଦ୍ରାପଡା ରାଜକନିକାରେ ରାତି 4ଟାରୁ ଉଠି ଲାଇନ୍ ଲଗାଉଛନ୍ତି ଲୋକେ....
#ArgusNews #Odisha #Puri #Kendrapara #WaterProblem