ଲକଡାଉନ ବୁଡାଇଦେଲା ଚାଷୀଙ୍କ ବେଉସା । ନଷ୍ଟ ହୋଇଗଲା ଲକ୍ଷାଧିକ ଟଙ୍କାର ମକାଚାଷ । ଯାହାକୁ ନେଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଚାଷୀ । କାହାକୁ କହିବେ ଚାଷୀ. କିଏ ଶୁଣିବ ଚାଷୀଙ୍କ ଦୁଃଖ । ଏଭଳି ଦ୍ୱନ୍ଦ ମଧ୍ୟରେ ଦିନ କାଟୁଛନ୍ତି ଚାଷୀ ....
#ArgusNews #OdishaNews #Berhampur #Polsara #Corn_Farmers_Problem