ଜମି ହସ୍ତାନ୍ତରକୁ ନେଇ ଗ୍ରାମବାସୀଙ୍କ ବିରୋଧ । ସରକାରୀ ନିୟମକୁ ଉଲ୍ଲଂଘନ କରି ଚଞ୍ଚକତାର ସହ ଜମି ହାତେଇଥିବା ଅଭିଯୋଗ ଆଣିଲେ ହଜାର ହଜାର ନିରୀହ ଆଦିବାସୀ । କାମ ବନ୍ଦ ନହେଲେ ରାଜରାସ୍ତାକୁ ଓଲ୍ଲହିବା ପାଇଁ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଲେ ଅଞ୍ଚଳ ବାସିନ୍ଦା
#ArgusNews #Odisha #Nabarangpur #IDCO