ଅସହାୟ କୋଭିଡ ଯୋଦ୍ଧା । ଦିନେ ଜନସେବାରେ କଟୁଥିଲା ଦିନ... ଆଜି ବିଛଣାରେ ପଡି ପାଉଛନ୍ତି କଷ୍ଟ । ବାଲେଶ୍ୱର ଜିଲ୍ଲା ସୋର ଥାନା ସାରୁପଦା ଗାଁର ଅଜୟ ମହାନ୍ତି । କିଡନୀ ରୋଗରେ ଆକ୍ରାନ୍ତ ହୋଇ ଯନ୍ତ୍ରଣା ଭୋଗୁଛନ୍ତି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଅଜୟ ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟ କରୁଥିଲେ...
#Argusnews #Odishanews #Balasore #Soro #Covid19