ଗରିବଙ୍କୁ ଦଇବ ସାହା । ସରକାରଙ୍କ ଅନେକ ଯୋଜନା ରହିଥିଲେ ମଧ୍ୟ, ବାସ୍ତବରେ ଫଳପ୍ରଦ ହେବା କାଠିକାର ପାଠ । ଏଭଳି ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି, କଟକ ଜିଲ୍ଲା ଚୌଦାର ଅନ୍ତର୍ଗତ ତୁଳସିପୁର ଗ୍ରାମରେ । ଦୀର୍ଘ 18 ବର୍ଷ ଧରି ଶଯ୍ୟାଶାୟୀ ଅଛନ୍ତି ଗନ୍ଧର୍ବ । କିନ୍ତୁ ସାଧରଣ ଭତ୍ତାଟିଏ ଏ ପର୍ଯ୍ୟନ୍ତ ମିଳିପାରିନାହିଁ....
#ArgusNews #Odisha #Cuttack #Chaudwar #CMOodisha