ଉପରେ ଚାଳ ଛପର । ତଳକୁ ରହିଛି ଜରିପାଲ । ବାଉଁଶ ଭରାରେ ଛିଡା ହୋଇଛି ପୁରା ଘର । ଏହିଭଳି ଦୟନୀୟ ଅବସ୍ଥାରେ ମାଟି ଘରେ ବସବାସ କରୁଛନ୍ତି ଏହି ପରିବାର । ପତ୍ନୀ, ଦୁଇ ଝିଅ ଓ ଗୋଟିଏ ପୁଅକୁ ନେଇ ବୁଧୁ ରଣାଙ୍କ ସଂସାର । ନା ତାଙ୍କର ଘର ଡିହ ଅଛି ନା ଜମି ପଟ୍ଟା....
#ArgusNews #Odisha #Sambalpur #Helpless #Govt_Scheme_Fail