ଦୁଃଖ କେବେ କହିକି ଆସେନି । ଯାହା ଢେଙ୍କାନାଳରୁ ଆସୁଥିବା ଏକ ଚିତ୍ର ଦେଖିବାକୁ ମିଳିଛି । ଛଅ ମାସ ହେଲା ପ୍ରମୋଦଙ୍କ ଗୋଡ଼ରେ ସୁଖୁନି ଘା । ଏପଟେ ସ୍ତ୍ରୀଙ୍କ ହୃଦୟର ଘା ଦିନକୁ ଦିନ ସାଙ୍ଘାତିକ ହେବାରେ ଲାଗିଛି । ଢେଙ୍କାନାଳ ମଧୁସାହୁ ପାଟଣା ପଞ୍ଚାୟତ ଲେମ୍ବୁବାରି ସାହିରୁ ଦେଖିବା ଏହି ରିପୋର୍ଟ....
#ArgusNews #Odisha #Dhenkanal #Asahaya