ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ମାଲାଭରମ ପଞ୍ଚାୟତ ଅନ୍ତର୍ଗତ ଏମଭି81 ଗ୍ରାମକୁ ସଂଯୋଗ କରୁଥିବା ପୋଲ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ଫଳରେ ନାହିଁ ନଥିବା ଅସୁବିଧାର ସମ୍ନୁଖୀନ ହେଉଛନ୍ତି ଅଞ୍ଚଳବାସୀ । ଜିଲ୍ଲାପ୍ରଶାସନ କେବଳ ବର୍ଷା ପରେ ସ୍ଥିତି ର ଅନୁଧ୍ୟାନ କରିଛନ୍ତି ହେଲେ ମିଲୁନି ସହାୟତା....
#ArgusNews #Odisha #Malkangiri #Kalimela #Flood