ରାଜ୍ୟ ସରକାର ଗରିବ ଓ ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି ।ଏବେ ସେହି ଯୋଜନାରେ ସାମିଲ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ।ହେଲେ ତାହା ସଫଳ ରୂପାୟନ ହୋଇପାରୁନାହିଁ...ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ମାନିଗୁଡା ଗ୍ରାମରେ ନିଜର 85 ବୟସ ସ୍ଵାମୀଙ୍କ ସହ ଏକ ଜରାଜୀର୍ଣ୍ଣ ଘରେ ରୁହନ୍ତି ଲୀପେ ବିଭାର ବୟସ 80 ଛୁଇଁଲାଣି । ବୟସର ଅପରାହ୍ନରେ ଲିପେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଚଳ..
#TheArgus #Odishanews #Nuapada #5T