କୋରାପୁଟ ସହରଠାରୁ ମାତ୍ର କିଛି ଦୂରରେ ଆକାଶ ଗୁଡ଼ା ଗାଁ । ସହର ପାଖରେ ରହିଛି ଗାଁ କିନ୍ତୁ ବିକାଶ ଠାରୁ କୋଶ ଦୂରରେ । ବିଶୁଦ୍ଧ ପାଣି ଏଠାକାର ଲୋକଙ୍କ ପାଇଁ ସ୍ୱପ୍ନ । ଝର ପାଣିରେ ମେଣ୍ଟେ ଗାଁ ଲୋକଙ୍କ ଶୋଷ । ଗାଁରେ 200ରୁ ଉର୍ଦ୍ଧ୍ୱ ଲୋକେ ବସବାସ କରନ୍ତି । ଆଜି ବି ବିଶୁଦ୍ଧ ପାଣି ପାଇବାରୁ ବଞ୍ଚିତ ଗାଁ ଲୋକେ ....
#Argusnews #Odisha #Koraput #Water_Problem