ଦୀର୍ଘ ବର୍ଷ ପରେ ବି ହେଲାନି ରାସ୍ତା ମରାମତି । ଶେଷରେ ପାଦ ଚଲା ରାସ୍ତାରେ ଧାନ ଗଛ ଲଗାଇଲେ ଗ୍ରାମବାସୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ହରିପୁର ଗାଁରେ ...
#Argusnews #Odishanews #Mayurbhanj #Road_Problem