ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି । ଏମାନଙ୍କ ସୁରକ୍ଷା ପାଇଁ ପୁରୀ ପୋଲିସ 24 ଘଣ୍ଟା ସୁରକ୍ଷା ପ୍ରଦାନ କରୁଛି । କିନ୍ତୁ ବାସ୍ତବରେ କେତେ ସୁରକ୍ଷିତ ପୁରୀ, ତାକୁ ନେଇ ପ୍ରଶ୍ନ ଉଠିଛି । ଫୋନି ବାତ୍ୟା ପରେ ସମସ୍ତ ସିସିଟିଭି ଅଚଳ ହୋଇପଡ଼ିଛି । କେବଳ ଶ୍ରୀମନ୍ଦିର, ବଡ଼ଦାଣ୍ଡରେ ଅଳ୍ପ ସିସିଟିଭି କିଛି ମାତ୍ରାରେ ସଜଡ଼ା ଯାଇଥିବାବେଳେ ଅନ୍ୟ ପ୍ରମୁଖ ଅଞ୍ଚଳରେ ସିସିଟିଭି ସବୁ ଅଚଳ ଅବସ୍ଥାରେ.....
#ArgusNews #Odisha #Puri #Security_System