ଦେଶ ସ୍ୱାଧୀନତାକୁ ପୂରିଗଲାଣି ସାତ ଦଶନ୍ଧି । କିନ୍ତୁ ଆଜି ବି ଅନେକ ଗ୍ରାମବାସୀଙ୍କୁ ମିଳିନି ମୌଳିକ ସୁବିଧା । ନା ରାସ୍ତାଟିଏ ଅଛି, ନା ପଇବାକୁ ସ୍ୱଚ୍ଛ ପାଣି, ନା ଚିକିତ୍ସା ପାଇଁ ଉତ୍ତମ ମେଡିକାଲ, ନା ଶିକ୍ଷା ପାଇଁ ସ୍କୁଲ । ଆପଣ ଭାବୁଥିବେ ସ୍ୱାଧୀନତାର ଏତେ ବର୍ଷ ପରେ ବି କିଏ ଅବହେଳିତ । କିନ୍ତୁ, ଏହା ସତ । ଯାହାର ସ୍ଥିତି ପରଖିବାକୁ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲା ଅର୍ଗସ....
#ArgusNews #Odisha #Gajapati #basic_aminities #Special_Story