ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମାଗଣାରେ ମୋବାଇଲ୍ ବାଣ୍ଟିବା ପ୍ରହସନ ପାଲଟିଛି । ସରକାର ଘୋଷଣା ତ କରିଦେଲେ ହେଲେ କାର୍ଯ୍ୟକାରୀ ହେଉନି । ଏବେ ଯାଏଁ ଅନେକଙ୍କ ପାଖେ ପହଞ୍ଚିପାରିନି ମୋବାଇଲ୍ । ଆଉ ଯାହାକୁ ବି ମୋବାଇଲ୍ ମିଳିଛି, ନେଟୱାର୍କ ନଥିବାରୁ ତାହା କାମରେ ଆସୁନି....
#ArgusNews #Odisha #Malkangiri #Online_Education #Mobile