ଜୀବନ ଦେଉଛି ଯନ୍ତ୍ରଣା । ମାତ୍ର ୬ବର୍ଷ ବୟସରେ ସମ୍ପୂର୍ଣ୍ଣ ଅଚଳ ହିମାଂଶୁ ବେହେରା । ନା ପାଟି ଫିଟୁଛି ନା ଗୋଡ଼ ହାତ ଚାଲୁଛି । ଆଉ ସେପଟେ ଚିକିତ୍ସାରେ ଅର୍ଥ ବାଧକ ସାଜିଛି । ସରକାରୀ ସହାୟତା ଅପେକ୍ଷାରେ ବୌଦ୍ଧ ଜିଲ୍ଲା ଉପାନ୍ତ ଅଞ୍ଚଳ କଣ୍ଡରା ଗାଁର ହିମାଂଶୁଙ୍କ ବାପା ବିଛନ୍ଦ ବେହେରା...
#ArgusNews #Odisha #Boudh #Unknown_Diseases