ଦୟାନଦୀର ବନ୍ୟାଜଳ ପଶିଲା ଗାଁରେ । ଅଣ୍ଟାଏ ଉଚ୍ଚର ପାଣି ଚାଲିଲା ଗାଁ ଦାଣ୍ଡରେ । 752 ଫୁଟ ଓସାର କାଜ ଠାରୁ ମାତ୍ର 150 ଫୁଟ ନିକଟରେ ଥିବା ଗାଁ ଏବେ ସମ୍ପୂର୍ଣ୍ଣ ଜଳମଗ୍ନ । କଣ୍ଟି, ବାରିମୂଳ, ଅନନ୍ତପୁର, ମଠସାହି, ମାଧିପୁର ଅଞ୍ଚଳର ଧାନଜମି ଜଳମଗ୍ନ ....
#ArgusNews #OdishaNews #Puri #Pipili #Flood