ବୌଦ୍ଧ ଜିଲ୍ଲାର ଉପାନ୍ତ ଅଂଚଳ କାଚପାଜୁ । ଏହି ଅପହଞ୍ଚ ଇଲାକାରେ ୯କିମି ଦୂରରେ ଥିବା ପଞ୍ଚାୟତ ଅଫିସକୁ ଯିବା ପାଇଁ ଘରୁ ସକାଳୁ ବାହାରିଲେ, ଫେରିଲା ବେଳକୁ ସଂଧ୍ୟା ହୋଇଥାଏ । ୭ଟି ଜଙ୍ଗଲ ୫ଟି ନାଳ ପାରି ହେବାକୁ ପଡିଥାଏ । ଯଦି ରୋଗ ହେଲା ତେବେ ଟୋକେଇ ହିଁ ଭରସା ।...
#ArgusNews #ArgusOdia #Boudh #RoadProblem