ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ଦୁଇଥର ଅପରେସନ ପରେ ବି ତିନିବର୍ଷର ଶିଶୁର ଯନ୍ତ୍ରଣା କମୁନି । ଦିନକୁ ଦିନ ଆଙ୍ଗୁଠି ଗୁଡିକ ବଙ୍କି ବଙ୍କି ଯାଉଛି । ପାଠପଢା ଦୂରରେ ଥାଉ ର ହାତରେ କୌଣସି ଜିନିଷ ଧରିପାରୁନି । ବାହାରକୁ ନେଇ ଅଧିକ ଚିକିତ୍ସା କରିବାକୁ ବାପା ମାଆ ପାଖରେ ଟଙ୍କା ନାହିଁ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ପୁଷୁଗୁଡା ପଞ୍ଚାୟତ ଏମପିଭି - ୭୮ ଗାଁରେ ।
#ArgusNews #ArgusOdia #Malkangir #Treatment