କଟକ ଜିଲ୍ଲା ପ୍ରତାପନଗରୀ ଠାରୁ ଇଚ୍ଛାପୁର ପର୍ଯ୍ୟନ୍ତ ସଂଯୋଗ କରୁଥିବା କାକଟପୁର ବ୍ରାଞ୍ଚ କେନାଲ ବନ୍ଧର ଦୃଶ୍ୟ । ଏହି ରାସ୍ତାଟି 60 ନମ୍ବର ରାଜ୍ୟ ରାଜପଥରୁ 16 ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି..ତେବେ ରାସ୍ତାଟି ସମ୍ପୂର୍ଣ୍ଣ ଭାବେ ଖାଲ ଖମାରେ ଭର୍ତ୍ତି ହୋଇଥିବା ବେଳେ ଚାରି ଚକିଆରେ ଯିବା ତ ଦୂରର କଥା ବାଇକରେ ଯିବା ମଧ୍ୟ କାଠିଘର ପାଠ ହୋଇ ପଡିଛି....
#Argusnews #Odisha #Cuttack #Road_Problem