ସରକାର ଗରିବ ହିତାଧିକାରୀ ମାନଙ୍କ ପାଇଁ ଯୋଜନା ଉପରେ ଯୋଜନା କରିଛନ୍ତି । ହେଲେ କଳାହାଣ୍ଡି ଜିଲ୍ଲାରେ ଏହି ସବୁ ଯୋଜନାରେ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସ୍ୱାମୀର ମୃତ୍ୟୁର ଦୀର୍ଘ ବର୍ଷ ବିତି ଯାଇଥିଲେ ଶୁଦ୍ଧା ସ୍ତ୍ରୀ ବିଧବା ଭତ୍ତା ପାଇବାରୁ ବଂଚିତ ହେବା ଏବଂ ପୁଅ ଦିବ୍ୟାଙ୍ଗ ଭତ୍ତାରୁ ବଂଚିତ ହେବା ଅତି ଦୁଃଖର ବିଷୟ ପାଲଟିଛି ....
#Argusnews #Odisha #Kalahandi #Govt_Yojona_Fail #Pension_Yojona_Fail #Awas_Yojona_Fail