ମହାମାରୀ କରୋନା ଆଜି ଗୁରୁ ସାଉଳିଙ୍ଗଙ୍କୁ କଳାକାର ଠୁ ଚା ଦୋକାନୀ ସଜାଇ ଦେଇଛି...ପରିସ୍ଥିତି ଏପରି ଯେ ଚା ଦୋକାନରୁ ଯାହା କିଛି ରୋଜଗାର ହୁଏ, ସେହି ଟଙ୍କାରେ 4ପ୍ରାଣୀ କୁଟୁମ୍ବଙ୍କ ମୁହଁକୁ ଆହାର ଯାଏ...ଯିଏ ଦିନେ ମ୍ୟୁଜିକର ତାଳେ ତାଳେ ଅନେକ ବଡ଼ ବଡ଼ ଅଭିନେତା, ଅଭିନେତ୍ରୀଙ୍କୁ ନୃତ୍ୟ ଶିଖାଉ ଥିଲେ ଆଜି ସେ ରାସ୍ତା କଡ଼ରେ ଚା ବିକୁଛନ୍ତି....
#ArgusNews #Ganjam #Dance_Choreography