#ଜୀବନ_କଣ_ବୁଝିବା_ଆଗରୁ_ଯନ୍ତ୍ରଣାରେ_ଛଟପଟ_ଭାଇ_ଭଉଣୀ
#ଚିକିତ୍ସା_ପାଇଁ_ଅର୍ଥ_ସାଜିଛି_ବାଧକ
ଅସହ୍ୟ ଯନ୍ତ୍ରଣା । ଦାରିଦ୍ର୍ୟର କଷାଘାତ ଭିତରେ ଝୁଣି ହେଉଥିବା ଏହି ପରିବାରକୁ ସରକାରୀ ସହାୟତା ବି ସାତ ସ୍ୱପ୍ନ । ଏପେଟ ପୁଅ-ଝିଅର ଚିକିତ୍ସା ପାଇଁ ସହଯୋଗ ଲୋଡିଛନ୍ତି ଅସହାୟ ବାପା-ମାଆ....
#ArgusNews #Odisha #Bhubaneswar #Asahaya #Helpless CMO Odisha